Marginal Standing Facility (MSF) rate and bank rates remain unchanged at 4.25%. The reverse repo rate also remains unchanged at 3.35%: RBI Governor Shaktikanta Das pic.twitter.com/fcUiaNWG2c — ANI (@ANI) June 4, 2021
ଅର୍ଗସ ବ୍ୟୁରୋ: ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ରେପୋ ରେଟ୍ 4 ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ 3.35 ପ୍ରତିଶତ ରହିଲା । ଷଷ୍ଠ ଥର ପାଇଁ ରେପୋ ରେଟ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ଏପ୍ରିଲ ମାସରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନଥିଲା । ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।