ଆମ ଦେଶରେ ବିବିଧ ଭାଷା ଥିବା ସତ୍ତ୍ବେ ଏହା ଆମକୁ ପୃଥକ କରିପାରି ନାହିଁ । ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ । ଶାନ୍ତି ଓ ବନ୍ଧୁତା ସ୍ଥାପନ ଆମ ନୀତି ଆଦର୍ଶକୁ ଅନୁପ୍ରାଣିତ କରେ । ବାବା ସାହେବଙ୍କ ସମ୍ବିଧାନ ନିର୍ମାଣ ଭାରତୀୟଙ୍କୁ ଗର୍ବିତ କରିଥିବା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
କହିଲେ ଆମ ଦେଶ ହେଉଛି ଲୋକତନ୍ତ୍ରର ଦେଶ

ଅର୍ଗସ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । କହିଲେ ଅନ୍ୟ ଦେଶମାନଙ୍କ ପାଇଁ ପ୍ରେରଣା ପାଲଟିଛି ଭାରତ । ଆମ ଦେଶ ହେଉଛି ଲୋକତନ୍ତ୍ରର ଜନନୀ । ଭାରତ ଯୁବ ଦେଶ । ଆମେ ସମସ୍ତ ଏକ ଏବଂ ସମସ୍ତଙ୍କୁ ଯୋଡ଼ିବା ହେଉଛି ଆମର ଆଦର୍ଶ ।
Download Argus News App
