ସେହି ପରି ହିମାଚଳ ପ୍ରଦେଶର ଭୋଟ୍ ଗଣତି ସକାଳ ୮ରୁ ଆରମ୍ଭ ହୋଇଯିବ। ହିମାଚଳ ପ୍ରଦେଶରେ ୧୨ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ସେହିପରି ଗୁଜୁରାଟରେ ୧ ଏବଂ ୫ ଡିସେମ୍ବରରେ ଦୁଇଟି ପର୍ଯ୍ୟାୟର ମତଦାନ ଶେଷ ହୋଇଥିଲା। ଗୁଜୁରାଟରେ ଏକଜିଟ୍ ପୋଲ୍ ର ଆକଳନ ଅନୁଯାୟୀ ବିଜେପିର ସରକାର ଗଠନ କରିବ। ସେହିପରି ହିମାଚଳ ପ୍ରଦେଶରେ ବିଜେପି, କଂଗ୍ରେସର କଡ୍ଡା ଟକ୍କର ଏବେ ନେଇ ଏକଜିଟ୍ ପୋଲ ଆକଳନ କରିଥିଲା।
ରାଜନୀତି ଖବର ଆହୁରି ପଢନ୍ତୁ ।
ଆଜି ଆସିବ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶର ଫଳାଫଳ

ନୂଆଦିଲ୍ଲୀ: ଆଜି ଆସିବ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶର ଭୋଟ ଗଣତି। ଗୁଜୁରାଟରେ ୧୮୨ ସିଟ୍ରେ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଆସିବ ଫଳାଫଳ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ୨୦୧୭ ତୁଳନାରେ ଏହି ଥର ଦୁଇଟି ପର୍ଯ୍ୟାୟରେ କମ୍ ମତଦାନ ହୋଇଛି।
Download Argus News App
