ଦେଖୁ ଦେଖି ପାଣି ଓ କାଦୁଅ ସୁଅରେ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍ ଟ୍ରାକରୁ ଓଲଟି ପଡ଼ୁଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବନ୍ୟା ଯୋଗୁ ଟ୍ରେନ୍ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ସେପଟେ ଆସାମରେ ଲଗାତର ଭାବେ ବର୍ଷା ଲାଗିରହିଛି।
ଫଳରେ ସହରର ପାଣି ମଝିରେ ବର୍ଷା ଯୋଗୁ ଅନେକ ଅଞ୍ଚଳ। ବନ୍ୟା ଓ ଭୂସ୍ଖଳନରେ ଜୀବନ ବିପଦରେ ପଡ଼ିଛି । ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ପାଣି ଘେରରେ ରହିଛନ୍ତି ପ୍ରାୟ ୨ ଲକ୍ଷ ଲୋକ।
ଆହୁରି ଅଧିକ ଭାରତର ଅନ୍ଯାନ୍ଯ ଖବର ପଢନ୍ତୁ…