ଏହି ମ୍ୟାଚ୍ରେ ୨୭ ରନ୍ କରିବା ପରେ ରୋହିତ (୯,୪୦୩ ରନ୍) ସର୍ବାଧିକ ରନ୍ ହାସଲକାରୀ ଭାରତୀୟ ମଧ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଏଥିସହ ସେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ (୯,୩୭୮)ଙ୍କୁ ଟପିଛନ୍ତି । ରୋହିତ ୨୩୪ ମ୍ୟାଚ୍ (୨୨୭ ପାଳି) ଖେଳି ୪୮.୪୬ ହାରାହାରି, ୨୯ ଶତକ ଓ ୪୫ ଅର୍ଦ୍ଧଶତକ ସହ ୯,୪୦୩ ରନ୍ କରିଛନ୍ତି। ୩୩୪ ମ୍ୟାଚ୍ (୩୦୮ ପାଳି) ୩୬.୫୨ ହାରାହାରି, ୭ ଶତକ ଓ ୫୮ ଅର୍ଦ୍ଧଶତକ ସହ ୯,୩୭୮ ରନ୍ କରିଥିବା ଆଝାରୁଦ୍ଦିନ ସପ୍ତମକୁ ଖସିଛନ୍ତି ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।