ଉଦଘାଟନୀ ଉତ୍ସବରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସେଣ୍ଟରରେ ଥିବା 22ଟି ୱାର୍ଡରୁ ମହିଳାଙ୍କ ପାଇଁ 2ଟି ସ୍ବତନ୍ତ୍ର ୱାର୍ଡ ରଖାଯାଇଛି ।
ଆରଏସଏସ ପକ୍ଷରୁ ସେବା ହିଁ ସଂଗଠନ ଅଭିଯାନ-2ର ଆରମ୍ଭ କରାଯାଇଛି । ଏହି ସେଣ୍ଟରରେ ଯୋଗ କକ୍ଷ ସହ ମହାମୃତ୍ୟୁଞ୍ଜୟ ଓ ଗାୟତ୍ରୀ ମନ୍ତ୍ର ଶୁଭିବ। 2ଟି ଏଲଇଡି ସ୍କ୍ରୀନରେ ରାମାୟଣ ଓ ମହାଭାରତ ଭଳି ଧାର୍ମିକ କାର୍ଯ୍ୟକ୍ରମର ପ୍ରସାରଣ କରାଯିବ।