ମିଳିଥିବା ସୂଚନା ଅନୁଯାୟୀ, ପୁଟିନଙ୍କ କିଛି ନିକଟ ସମ୍ପର୍କୀୟଙ୍କ ମଧ୍ୟରେ କରୋନା ଭୂତାଣୁ ନିଶ୍ଚିତ ହୋଇଥିଲା। ଏହା ପରେ ସେ ନିଜକୁ ଆଇଶୋଲେଟ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଇଶୋଲେଟରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରର ଭୟ ମଧ୍ୟରେ କରୋନା ଦିତ୍ୱୀୟ ଲହରର ସଂକ୍ରମଣ ପୁଣି ଥରେ ବ୍ୟାପିବାର ଭୟ ଆରମ୍ଭ କରିଛି । ବର୍ତ୍ତମାନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜକୁ ଆଇଶୋଲେଟ କରିଛନ୍ତି।
Download Argus News App
