ଆଜି ସଂସଦରେ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଅନ୍ୟ ପ୍ରସଙ୍ଗ ସହ ଭାରତର ବୈଦେଶିକ ନୀତିର ସଫଳତାକୁ ନେଇ ଆଲୋଚନା ହୋଇଥିଲା । ଭାରତ ଜି-୨୦ରେ ଅଧ୍ୟକ୍ଷତା କରିବା ଦେଶପାଇଁ ଏକ ଗୌରବ ଓ ଏକ କୂଟନୈତିକ ସଫଳତା ବୋଲି ମତ ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ଦେଶର ବୈଦେଶିକ ନୀତିକୁ ନେଇ ମତ ରଖିଥିଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।
ଭାରତର ବୈଦେଶିକ ନୀତିକୁ ନେଇ ମତ ରଖିଲେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଭାରତର ବିଦେଶନୀତି କେବଳ ଏହି ମନ୍ତ୍ରଣାଳୟ ବା କେନ୍ଦ୍ର ସରକାରଙ୍କର ଏକ ଔପଚାରିକ ବିଭାଗ ନୁହେଁ ବରଂ ଏହା ଭାରତୀୟଙ୍କ ସେବା ପାଇଁ ଉଦ୍ଦିଷ୍ଟ । ଭାରତର ବୈଦେଶିକ ନୀତିକୁ ନେଇ ଆଜି ଏପରି ମତ ରଖିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।
Download Argus News App
