ଆଡପ ମଣ୍ଡପରେ ବିଜେ କରିବା ପରେ ମହାପ୍ରଭୁଙ୍କର ବିଭିନ୍ନ ରିତିନୀତି ସମ୍ପର୍ଣ୍ଣ ହୋଇଛି ।
ପରଲୋକରେ ମାଷ୍ଟର ବ୍ଲାଷ୍ଟରଙ୍କ ଗୁରୁ ଆଚ୍ରେକର
କ୍ରିକେଟ୍ର ଭାଗବାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚ୍ରେକରଙ୍କ ପରଲୋକ ଘଟିଛି । ସଚିନ୍ ନିଜ କ୍ରିକେଟ୍ ଗୁରୁଙ୍କ ଦେହାନ୍ତ ପରେ ମର୍ମାହତ ହୋଇପଡ଼ିଛନ୍ତି । ଏକ ଟ୍ୱିଟ୍ ଜରିଆରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଫଟୋ ମଧ୍ୟ ସେ ନିଜ ଗୁରୁଙ୍କ ସହ ଟ୍ୱିଟରରେ ସେୟାର କରିଛନ୍ତି ।
You’ll always be in our hearts. pic.twitter.com/0UIJemo5oM
— Sachin Tendulkar (@sachin_rt) January 2, 2019
ତିନୋଟି କମିଟି ଗଠନ କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ

ଅର୍ଗସ ବ୍ୟୁରୋ: ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ରହିବ ଭାରତୀୟ ସ୍ଥାପତ୍ୟର ଚିତ୍ରଣ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଭିତରର ସାଜସଜ୍ଜା ଯୋଜନା କରିବା ପାଇଁ ତିନୋଟି କମିଟି ଗଠନ କରିଛି। ଯେଉଁଥିରେ ଭାରତୀୟ ସ୍ଥାପତ୍ୟର ଚିତ୍ରଣ, ଚିତ୍ରକଳା, କାନ୍ଥ କଳା ଏବଂ ଲେଖା ଅନ୍ତର୍ଭୁକ୍ତ ହେବ। ପ୍ରବେଶ ପଥରେ ଏକ ସ୍ୱାକ୍ଷର ପ୍ରତିମୂର୍ତ୍ତି, ଏ
Download Argus News App
