ଭାରତ ଓ ଆମେରିକା ମଧ୍ୟରେ ବିଗତ କିଛି ବର୍ଷ ହେବ ବନ୍ଧୁତ୍ୱ ମଜବୁତ ରହିଛି । ଉଭୟ ଦେଶ ମଧ୍ୟରେ ଅନେକ ବୁଝାମଣା ମଧ୍ୟ ହୋଇଛି । ତେଣୁ ବାଇଡେନଙ୍କ ଆତିଥେୟତା ପାଇଁ ଭାରତୀୟମାନେ ମଧ୍ୟ ଖୁବ ଉତ୍ସାହିତ ରହିଛନ୍ତି ।
ସୁଦର୍ଶନ କହିଛନ୍ତି ଆମେ ଭାରତୀୟମାନେ ପ୍ରାୟତଃ ଆଲୋକର ଉତ୍ସ ଦୀପରେ ଆମ ଅତିଥିଙ୍କୁ ସ୍ୱାଗତ କରୁଥିବା ଏହି ବାଲୁକାକଳାରେ ୨୦୦୦ ଦ୍ୱୀପ ରଖାଯାଇଛି । WELCOME TO BHARAT ବା ଭାରତକୁ ସ୍ୱାଗତ ବୋଲି ଏହି ବାଲୁକାକଳାରେ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ ।
ଆହୁରି ପଢନ୍ତୁ ଓଡିଶା ଖବର...