ସାଟେଲାଇଟରୁ ଗୁଜୁରାଟର ଚିତ୍ରକୁ ନିଜ ଟ୍ବିଟରରେ ଆଜି ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାକାଶ ଜ୍ଞାନ କୌଶଳର ଏହି ପ୍ରଗତି ଦେଶକୁ ଝଡ଼ବାତ୍ୟା ସମ୍ପର୍କରେ ଅଧିକ ସଠିକ୍ ସୂଚନା ଦେବା ସହ ଉପକୂଳବର୍ତ୍ତୀ ଇଲାକାର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟତା କରିବ ବୋଲି ଟ୍ବିଟ୍ ରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି ସେୟାର୍ କଲେ ଗୁଜୁରାଟର ସାଟେଲାଇଟ୍ ଚିତ୍ର

ଅର୍ଗସ ବ୍ୟୁରୋ : ମୋଦି ସେୟାର୍ କଲେ ଗୁଜୁରାଟର ସାଟେଲାଇଟ୍ ଚିତ୍ର । ସଫଳ ଭାବରେ ନିର୍ଦ୍ଧାରିତ କକ୍ଷ ପଥରେ ସ୍ଥାପିତ କରାଯାଇଛି ନିକଟରେ ମହାକାଶକୁ ଛଡ଼ା ଯାଇଥିବା EOS -06 ସାଟେଲାଇଟ୍ । ୯ ଟି ସାଟେଲାଇଟକୁ ଇସ୍ରୋ ତରଫରୁ କିଛିଦିନ ତଳେ ପ୍ରେରଣ କରା ଯାଇଥିଲା ।
Download Argus News App
