Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଅଗ୍ନିବୀର ଆଶାୟୀଙ୍କୁ ଭେଟିଲେ, ନିଜେ ସ୍କୁଟି ଚଲାଇ ସମ୍ବଲପୁର ସହର ପରିଭ୍ରମଣ କଲେ
ଫ୍ଲାଇଙ୍ଗ ସ୍କ୍ୱାର୍ଡର ଚଢ଼ାଉ, ୧୩ଟି ମୋଟର ସାଇକେଲ ଜବତ
ଅର୍ଗସ ବ୍ୟୁରୋ: ଦିନକୁ ଦିନ ବଢ଼ୁଛି ଲୁଟେରାଙ୍କ ରାଜ। ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା କାଲଟା ନିକଟରେ ପ୍ଲlଇଙ୍ଗ ସ୍କ୍ବାର୍ଡ ଓ ଜିଏସଟି ମିଳିତ ଚଢାଉ କରି ଗୋଟିଏ ଆଇଚର୍ 407 ଗାଡ଼ି ଓ ୧୩ଟି ମୋଟର ସାଇକେଲ ଜବତ କରିଛି। ବାଇକ ଗୁଡିକର କୌଣସି କାଗଜପତ୍ର ନାହିଁ । ବାଇକ ଗୁଡିକ କିଏ ଆଣୁଥିଲା ସେ ନେଇ ତଦନ୍ତ ଜାରି ରହିଛି । ରାଉରକେଲାରୁ ବଡବିଲ ଅଭିମୁଖେ ସେ ବାଇ
ଦଳୀୟ ବୈଠକରେ ଯୋଗ ଦେଇ ଚାକିରିରୁ ବଦଳିଲେ ସ୍କୁଲ କିରାଣୀ
ଅର୍ଗସ ବ୍ୟୁରୋ: ଦଳୀୟ ପ୍ରଚାର କରି ବଦଳିଲେ ସ୍କୁଲ କିରାଣୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଲୋଇସିଂହା ବ୍ଲକ ଅଞ୍ଚଳରେ । ବୁରୋମୁଣ୍ଡା ପ୍ରେମରାଜ ସରକାରୀ ହାଇସ୍କୁଲର କନିଷ୍ଠ କିରାଣୀ ଉତ୍ତମ କୁମାର ସାହୁ ଦଳୀୟ ବୈଠକରେ ଯୋଗ ଦେଇ ଚାକିରିରୁ ବଦଳି ହୋଇଛନ୍ତି । ରାଜନୈତିକ କାର୍ଯ୍ୟକଳାପ ସମ୍ପୃକ୍ତି ଅଭିଯୋଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମ