ଭାରତ ନ୍ୟୁଜ ଆହୁରି ପଢନ୍ତୁ
ଏହି ସ୍ଥାନରେ ଥିବା ଗାଡି ପାର୍କିଂ, ଗଛ ପତ୍ର , କାନ୍ଥ ଆଦିରେ ମାଙ୍କଡ ମାନଙ୍କର ବଡବଡ ପୋଷ୍ଟର ଲଗାଇଛନ୍ତି । ଏଥିସହ ସେନ୍ସର ମେସିନ ମଧ୍ୟ ଲଗାଇଛନ୍ତି । ଯେତେବେଳେ କୌଣସି ମାଙ୍କଡ ଏହି ସ୍ଥାନକୁ ଆସିବେ ,ସେତେବେଳେ ସେନ୍ସର ମେସିନରୁ ଗୁଳି ଫୁଟିବା ଭଳି ଏକ ବଡ ଶବ୍ଦ ଆସିବ । ଯାହାଦ୍ବାରା ମାଙ୍କଡ ସେଠାରୁ ଡରି ପଳେଇବ । ତେବେ ଉତ୍ତରପ୍ରଦେଶର ପରିବହନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ବସଷ୍ଟାଣ୍ଡକୁ ୧୦ ରୁ ୨୦ ପ୍ୟାସେଞ୍ଜର ବସଷ୍ଟାଣ୍ଡକୁ ଆସିଥାନ୍ତି । ଏଠାରେ ଥିବା ମାଙ୍କଡମାନେ ତାଙ୍କୁ ହଇରାଣ କରିଥାନ୍ତି । ଫଳରେ ଯାତ୍ରୀ ନାନା ଅସୁବିଧା ଭୋଗିଥାନ୍ତି । ଏବେ ସେନ୍ସର ମେସିନ ଲଗାଇବା ଦ୍ବାରା ମାଙ୍କଡଙ୍କ ଉତ୍ପାତ କମ ରହିଛି ବୋଲି ସ୍ଥାନୀୟ ଦୋକାନୀମାନେ ମତ ରଖିଛନ୍ତି।