ଯାହାକୁ ରୋକିବାକୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସ୍କୁଲ ଗୁଡିକରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି କ୍ରମରେ ସେରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଗର୍ଭାଶୟ କର୍କଟ ଟିକା `CERVAVAC' ଟିକା ପ୍ରସ୍ତୁତ କରାଯାଇଛି। ଯାହାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ଲଞ୍ଚ କରାଯାଇଛି। ଚଳିତ ବର୍ଷ ମଧ୍ୟଭାଗକୁ ମହିଳା ମାନଙ୍କ କ୍ଷେତ୍ରରେ ଏହି ଟିକାକରଣ ଆରମ୍ଭ ହେବ।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।