Seven more people tested positive for the #Omicron variant of COVID19 in Maharashtra. Total 8 cases of Omicron variant reported in Maharashtra so far: State Public Health Dept — ANI (@ANI) December 5, 2021
ସୂଚନାଯୋଗ୍ୟ, ଭାରତରେ ପ୍ରଥମେ କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ ଗୁଜୁରାଟରୁ ଜଣେ, ମହାରାଷ୍ଟ୍ରରୁ ଜଣେ ଓ ଦିଲ୍ଲୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ । ଏବେ ସୁଦ୍ଧା 12 ଛୁଇଁଲାଣି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଧିରେ ଧିରେ ଏହା ବ୍ୟାପୁଥିବାବେଳେ ଲୋକଙ୍କ ମଧ୍ୟ ଭୟର ବାତାବରଣ ଖେଳିଯାଇଛି ।
ଦିଲ୍ଲୀରେ ପ୍ରଥମ 'ଓମିକ୍ରନ୍' ଆକ୍ରାନ୍ତଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଯେଉଁମାନେ ବାହାରୁ ଆସୁଛନ୍ତି, ସେମାନେ ନିଜର ଟେଷ୍ଟ କରିବା ସହ ନିଜର ପରିଚୟ ଦେଇଦିଅନ୍ତୁ। ଯାହା ଦ୍ୱାରା କି ଅନ୍ୟ କେହି ଆକ୍ରାନ୍ତ ନହୁଅନ୍ତୁ।