Scaling new heights of fandom!
SRKians celebrate #Janmashtami with a twist- Fans 'dahi handi' salute to King Khan! Salami from all of us! ❤️🤩#ShahRukhKhan #SRK #Jawan #JawanFDFS #JawanFirstDayFirstShow #JawanReview pic.twitter.com/CE4l3qvajT — Shah Rukh Khan Universe Fan Club (@SRKUniverse) September 7, 2023
ପ୍ରଥମ ଥର ପାଇଁ କୌଣସି ଚଳଚ୍ଚିତ୍ର ପାଇଁ ଏହିପରି ପାଗଳାମି ଦେଖିବାକୁ ମିଳିଛି। ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଶବିଦେଶରେ ଚାଲିଛି ଫିଲ୍ମ ଯବାନର ନନଷ୍ଟପ ଆଡଭାନ୍ସ ବୁକିଂ । ମୁମ୍ବାଇ ଓ ଦିଲ୍ଲୀ ପରି ମେଟ୍ରୋ ସିଟିରେ ଗୋଟିଏ ଲେଖାଏଁ ଟିକେଟ ୨୩ଶହ ଟଙ୍କାରୁ ଅଢେଇ ହଜାର ଟଙ୍କାରେ ଆଡଭାନ୍ସ ବୁକିଂ କରଯାଉଛି । ସିନେସମୀକ୍ଷକଙ୍କ ମତରେ ରିଲିଜର ପ୍ରଥମ ଦିନରେ ଯବାନ ୭୦କୋଟି ଟଙ୍କାର ବକ୍ସ ଅଫିସ ଆୟ କରି ସମସ୍ତ ରେକର୍ଡ ଭାଙ୍ଗିପାରେ ।