କର୍ଣ୍ଣାଟକର ଧରୱାଡର କୁଣ୍ଡଗୋଲ ଅଞ୍ଚଳର ବ୍ରହ୍ମା ଦେବରା ମନ୍ଦିର ନିକଟରେ ଏହି ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ସନ୍ଧ୍ୟାରେ କର୍ଣ୍ଣାଟକର ବେଲଗାମ୍ ଜିଲ୍ଲାରେ ଏକ ସାଧାରଣ ସଭାରେ ଯୋଗଦେବେ।
ରାଜନୀତି ଖବର ଆହୁରି ପଢନ୍ତୁ ।
ଆଜି କର୍ଣ୍ଣାଟକରେ ରୋଡ ସୋ’ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକରେ ରୋଡ ସୋ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏପ୍ରିଲ ମଧ୍ୟଭାଗରେ କିମ୍ଵା ମେ ମାସ ଆରମ୍ଭରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ବେଶ ଗୁରୁତ୍ଵ ବହନ କରୁଛି।
Download Argus News App
