9 ଦିନିଆ ଏହି ଯାତ୍ରା ରାଜ୍ୟର 182ଟି ବିଧାନସଭା ଆସନ ମଧ୍ୟରୁ 144 ଟି ଆସନ ଦେଇ ଯିବ । ଏହି ଯାତ୍ରା 5 ହାଜର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ । ଅନ୍ୟପଟେ ବୁଧବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା `ଗୁଜରାଟ ଗୌରବ ଯାତ୍ରା'କୁ ଆରମ୍ଭ କରିଛନ୍ତି । ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଆରମ୍ଭ ହେବ । ଆସନ୍ତା ଡିସେମ୍ବର ମାସରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ନେଇ ଆଶା କରାଯାଉଛି ।
ରାଜନୀତି ଖବର ଆହୁରି ପଢନ୍ତୁ ।