୧୯୪୮ ମସିହା ଆଜି ତାରିଖରେ ପ୍ରାର୍ଥନା ସଭାରେ ମହାତ୍ମା ଗାନ୍ଧିଙ୍କୁ ନାଥୁରାମ୍ ଗଡ୍ସେ ହତ୍ୟା କରିଥିଲେ। ଗାନ୍ଧିଙ୍କ ତିରୋଧାନ ତାରିଖକୁ ଆନ୍ତର୍ଜାତୀକ ସ୍ତରରେ ବିଦ୍ୟାଳୟରେ ଅହିଂସା ଓ ଶାନ୍ତି ଦିବସ ଭାବେ ପାଳନ କରାଯାଉଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।
ରାଜଘାଟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

ଅର୍ଗସ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ । ଦିଲ୍ଲୀସ୍ଥିତ ଗାନ୍ଦି ସ୍ମୃତିପୀଠ ରାଜଘାଟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ତିନି ସେନାମୁଖ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଜାନୁଆରୀ ୩୦ତାରିଖକୁ ସର୍ବଭାରତୀୟସ୍ତରରେ ସହିଦ ଦିବସ ଭାବେ ପାଳନ କରାଯାଉଛି ।
Download Argus News App
