ଏବଂ ଅନେକ ଛୋଟ ଛୋଟ ପିଲା ମଧ୍ୟ ଏହି ଗୀତ ଗାଇଥିବା। ଭଲକରି ଶୁଣନ୍ତି ଏହି ଗୀତଟିକୁ। ଆପଣ ଗୋଟେ ଥର ଶୁଣିଲେ ବାରମ୍ୱାର ଶୁଣିବାକୁ ମନ ହେବ।ଠିକ ସେହିପରି ଦୁଇ ଭାଇଭଉଣୀ ଏହି ଗୀତଟି ଗାଇଛନ୍ତି। ଯାହାକୁ ସମସ୍ତେ ଖୁବ ପ୍ରଶଂସା କରିବା ସହ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ଯେଉଁ ବୟସରେ ପିଲାମାନେ ଖେଳ କୁଦ କରିବା ଛଡା ଆଉ କିଛି ଜାଣନ୍ତି ନାହିଁ। ସେହି ବୟସରେ ଏହି ଭାଇଭଉଣୀ ଅତି ସୁନ୍ଦର ଭାବରେ ଗୀତଟି ଗାଇଛନ୍ତି। କୁହାଯାଏ ଶୀବତାଣ୍ଡବ ଗାଇବା ଏତେ ସହଜ ନୁହେଁ। ଏହା ଭାରି କଷ୍ଟସାଧ୍ୟ। ତଥାପି ଏହାକୁ ଅତି ସହଜରେ ଏବଂ ସୁମଧୁର କଣ୍ଠରେ ଗାଇଛନ୍ତି ଏହି ଭାଇଭଉଣୀ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।
ଭାଇଭଉଣୀଙ୍କ ଶ୍ଲୋକ, ସୋସିଆଲ ମିଡିଆରେ ଭାଇରାଲ

ଅର୍ଗସ ବ୍ୟୁରୋ: କୁନି ମୁହଁରେ ଅନର୍ଗଳ ଶିବ ତାଣ୍ଡବ। କଣ୍ଠରୁ ଫଟାଫଟ ବାହାରୁଛି ଶିବଙ୍କ ମନ୍ତ୍ର। ଏହି କୁନି ପିଲାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁଇ ଭାଇ ଭଉଣୀଙ୍କ ଏହି ଶ୍ଲୋକ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏତେ ସୁନ୍ଦର ଭାବରେ ଶିବତାଣ୍ଡବ ଗାଇଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଆଗରୁ ଅନେକ ଭିଡିଓ ଦେଖିଥିଲେ ଯେଉଁଥିଲେ ଶିବତାଣ୍ଡବ ଗୀତରେ ଅନେକ ଡ୍ୟାନ୍ସ କରିଥିବା।
Download Argus News App
