प्रदेश में गोधन संरक्षण व संवर्धन के लिए 'गौकैबिनेट' गठित करने का निर्णय लिया गया है।
पशुपालन, वन, पंचायत व ग्रामीण विकास, राजस्व, गृह और किसान कल्याण विभाग गौ कैबिनेट में शामिल होंगे।
पहली बैठक 22 नवंबर को गोपाष्टमी पर दोपहर 12 बजे गौ अभ्यारण, आगर मालवा में आयोजित की जाएगी। — Shivraj Singh Chouhan (@ChouhanShivraj) November 18, 2020
ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, ରାଜ୍ୟରେ ଗୋଧନ ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ ପାଇଁ ଗୌ କ୍ୟାବିନେଟ ଗଠନ କରିବାକୁ ନିର୍ଣ୍ଣୟ ନିଆଯାଇଛି। ପଶୁପାଳନ, ବନ, ପଞ୍ଚାୟତ ଓ ଗ୍ରାମୀଣ ବିକାଶ, ରାଜସ୍ଵ, ଗୃହ ଏବଂ କୃଷକ କଲ୍ୟାଣ ବିଭାଗ ଗୌ କ୍ୟାବିନେଟରେ ସାମିଲ ହେବ। ଏହାର ପ୍ରଥମ ବୈଠକ ନଭେମ୍ବର 22 ଗୋପାଷ୍ଟମୀ ଦିନରେ ଆୟୋଜନ କରାଯିବ।