ରାଜ୍ୟରେ ଅର୍ଗାନିକ ଫାର୍ମିଂକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ସହ ନୂଆ ଅଭିଯାନ ଆରମ୍ଭ ହୋଇଛି । ଗୋ ଗ୍ରୀନ, ଗୋ ଅର୍ଗାନିକ ଅଭିଯାନ ଆରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ରାଜ୍ୟର 4 ମନ୍ତ୍ରୀ ସାମିଲ ହୋଇଥିଲେ ।
ଜୈବିକ ପଦ୍ଧତିରେ କୃଷି ଉତ୍ପାଦନ କରି ବିଶ୍ବ ରେକର୍ଡରେ ସ୍ଥାନ ପାଇଛି ସିକ୍କିମ

ଅର୍ଗସ ବ୍ୟୁରୋ : ସିକ୍କିମକୁ ବିଶ୍ବର ପ୍ରଥମ ଅର୍ଗାନିକ ଷ୍ଟେଟ ମାନ୍ୟତା । ଜୈବିକ ପଦ୍ଧତିରେ କୃଷି ଉତ୍ପାଦନ କରି ବିଶ୍ବ ରେକର୍ଡରେ ସ୍ଥାନ ପାଇଛି ସିକ୍କିମ । ବିଶ୍ବର ପ୍ରଥମ ଅର୍ଗାନିକ ଓ କ୍ରୋମ ଫ୍ରି ଷ୍ଟେଟ ଭାବରେ ସିକ୍କିମ ୱାଲ୍ଡ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଛି ।
Download Argus News App
