ପାସେଞ୍ଜରମାନଙ୍କ ପାଇଁ ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା:
୧ . ୨୦୯୧୭/୨୦୯୧୮ ଇନ୍ଦୋର - ପୁରୀ - ଇନ୍ଦୋର ଏକ୍ସପ୍ରେସ ଟ୍ରେନ୍ ୭ ଡିସେମ୍ବରରେ ଇନ୍ଦୋରରୁ ଏବଂ ୯ ଡିସେମ୍ବର ୨୦୨୧ ରେ ପୁରୀ ରୁ ବାତିଲ୍ ରହିବ।
୨ . ୨୨୯୦୯/୨୨୯୧୦ ଭାଲସାଡ - ପୁରୀ - ଭାଲସାଡ ସୁପରଫାଷ୍ଟ ଟ୍ରେନ୍ ଭାଲସାଡରୁ ୯ ଡିସେମ୍ବରରେ ଏବଂ ୧୨ ଡିସେମ୍ବର ୨୦୨୧ ରେ ପୁରୀରୁ ବାତିଲ ରହିବ।
୩ . ୨୦୪୭୧/୨୦୪୭୨ ବିକାନେର - ପୁରୀ - ବିକାନେର ଏକ୍ସପ୍ରେସ ଟ୍ରେନ ୫ ଡିସେମ୍ବରରେ ବିକାନେର ଜଙ୍କ୍ସନ ରୁ ଏବଂ ୮ ଡିସେମ୍ବର ୨୦୨୧ ରେ ପୁରୀରୁ ବାତିଲ ରହିବ ।
୪. ୨୨୮୬୬/୨୨୮୬୫ ପୁରୀ - ଲୋକାମାନ୍ୟତିଳକ - ପୁରୀ ସୁପରଫାଷ୍ଟ ଟ୍ରେନ୍ ୭ ଡିସେମ୍ବରରେ ପୁରୀରୁ ଏବଂ ୯ ଡିସେମ୍ବର ୨୦୨୧ ରେ ଲୋକାମାନ୍ୟତିଳକରୁ ବାତିଲ୍ ରହିବ ।
୫. ୧୨୮୮୦/୧୨୮୭୯ ଭୁବନେଶ୍ୱର - ଲୋକାମାନ୍ୟତିଳକ - ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ ଭୁବନେଶ୍ୱର ଠାରୁ ୬ ଓ ୯ ଡିସେମ୍ବର ଏବଂ ଲୋକାମାନ୍ୟତିଳକରୁ ୮ ଓ ୧୧ ଡିସେମ୍ବର ୨୦୨୧ ରେ ବାତିଲ ରହିବ।
୬ . ୨୦୮୦୭/୨୦୮୦୮ ବିଶାଖାପାଟନମ - ଅମୃତସର - ବିଶାଖାପାଟନମ ସୁପରଫାଷ୍ଟ ଟ୍ରେନ୍ ବିଶାଖାପାଟନମରୁ ୬ ଏବଂ ୯ ଡିସେମ୍ବରରେ ଏବଂ ଅମୃତସରରୁ ୮ ଏବଂ ୧୧ ଡିସେମ୍ବର ୨୦୨୧ ରେ ବାତିଲ ରହିବ ।