ଜେଲ ଗଲେ ଗୋପାଳ ଦାସ
ଆଜି ଗୁଜରାଟର ଅହମ୍ମଦାବାଦରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଅର୍ଗସ ବ୍ୟୁରୋ : ଗୁଜରାଟର ଅହମ୍ମଦାବାଦରେ ଆଜି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଯେଉଁଥିରେ ସେ ବିଜେପିର ବିପୁଳ ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ଗୁଜରାଟରେ କଂଗ୍ରେସ ନିଶ୍ଚିତ ପରାଜୟ ହେଉଥିବା ସେ କହିଛନ୍ତି । ପରାଜୟ ଜାଣିଥିବାରୁ ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀ ପ୍ରଚାର ପାଇଁ ଆସୁ ନଥିବା ସେ କହିଛନ୍ତି ।
Download Argus News App
