ଗ୍ୟାଙ୍ଗଷ୍ଟର କାଲା ଜାଥେଡିର ସହଯୋଗୀ ଥିଲେ ଅନୁରାଧା। ହତ୍ୟା, ଅପହରଣ ଭଳି ଘଟଣାରେ ଶହ ଶହ ମାମଲା ରାଜସ୍ଥାନର ବିଭିନ୍ନ ଥାନାରେ ଅନୁରାଧାଙ୍କ ବିରୋଧରେ ପଞ୍ଜୀକୃତ ହୋଇଛି।
ଏମିତିକି ପୁଲିସ ଅନୁରାଧାଙ୍କ ନାମରେ ୧୦,୦୦୦ ଟଙ୍କାର ମୁଣ୍ଡ ଜାମିନ୍ ରଖିଥିଲା।
ସୂଚନାଯୋଗ୍ୟ, ୨୦୧୬ରେ ଅନୁରାଧାଙ୍କୁ ନଗୌର ଜିଲ୍ଲା କୋର୍ଟ ୨ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କାର ଜରିମାନା କରିଥିଲେ । ବେଆଇନ୍ ଭାବେ ହତିଆର ତସ୍କରୀ ପାଇଁ ତାଙ୍କ ନାମରେ ମାମଲା ରୁଜୁ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
Special Cell of Delhi Police arrested Lady Don Anuradha, an associate of gangster Kala Jathedi. Cases like murder, abduction, etc. were registered against Anuradha in Rajasthan. She was carrying reward of Rs 10,000 on her head. — ANI (@ANI) July 31, 2021