୯ଟା ୧୮ ମିନିଟରେ ଲଞ୍ଚିଂ ହୋଇଛି । ଉତକ୍ଷେପଣ ପରେ ଏହି ଲଞ୍ଚର ଭେଇକିଲ ୧୫ ମିନିଟର ଉଡାଣ ସମୟରେ ଇସ୍ରୋର ଇଓଏସ୍-୦୭, ଆମେରିକା ସ୍ଥିତ ଫର୍ମଆଣ୍ଟାରିସ୍ ଜାନୁସ୍-୧. ସ୍ପେଶ୍ କିଡଜର ଅଜାଦି ସାଟ୍ ୪୫୦ କିଲୋମିଟର ଦୂରରେ ସ୍ଥାପନ କରିବାର ସୂଚନା ରହିଛି । ଏହାର ଲମ୍ବ ୩୪ ମିଟର, ୨ ମିଟର ବ୍ୟାସ ଯୁକ୍ତ । ଏହାର ଓଜନ ୧୨୦ ଟନ୍ ।
ଟେକ୍ନୋଲୋଜି ନ୍ୟୁଜ ଆହୁରି ପଢନ୍ତୁ