ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ବରଫରେ ସେ ଅତି ନିଖୁଣ ଭାବରେ ରୂପ ଦେଇଛନ୍ତି ।
ଯେ କୌଣସି ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଗଣେଶଙ୍କ ପୂଜା ବ୍ୟତୀତ ଆରମ୍ଭ କରାହୁଏ ନାହିଁ । ଗଣେଶ ଏ ଦୃଷ୍ଟିରୁ ଅଗ୍ରପୂଜ୍ୟ । ପୁଣି ସେ ସିଦ୍ଧି ଓ ସମୃଦ୍ଧିଦାତା ହୋଇଥିବାରୁ ସମସ୍ତଙ୍କର ପୂଜ୍ୟ ହୋଇଥାଆନ୍ତି । ବିଘ୍ନବିନାଶକ ହୋଇଥିବାରୁ ଗଣେଶଙ୍କୁ ପ୍ରଥମେ ପୂଜା କରି କାର୍ଯ୍ୟ ଆରମ୍ଭ କଲେ କାର୍ଯ୍ୟ ନିର୍ବିଘ୍ନରେ ସମାପ୍ତ ହୁଏ ବୋଲି ବିଶ୍ୱାସ ରହିଛି ।
🚩🚩🚩🚩ॐ गं गणपतये नमः🚩🚩🚩🚩 pic.twitter.com/nvm3Dak5Mw — Queen of Himachal (@himachal_queen) November 23, 2022