ଏହାପରେ ୟୁ ୟୁ ଲଳିତ ଅଗଷ୍ଟ 27 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ଶପଥ ଗ୍ରହଣ କରି ଦାୟିତ୍ବ ଗ୍ରହଣ କରିଥିଲେ । ବର୍ତ୍ତମାନର ବିଚାରପତି ମାନଙ୍କ ମଧ୍ୟରେ ବରିଷ୍ଠତା ଆଧାରରେ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼ ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି । ଯଦି ପ୍ରଧାନବିଚାରପତି ୟୁ ୟୁ ଲଳିତ ଡି.ୱାଇ. ଚନ୍ଦ୍ରଚୁଡ଼ଙ୍କ ନାଁ ସୁପାରିସ କରନ୍ତି ତେବେ ସେ ଦେଶର 50 ତମ ପ୍ରଧାନବିଚାରପତି ଭବେ କାର୍ଯ୍ୟ କରିବେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।