ଓମିକ୍ରନର ଲକ୍ଷଣ:
୧. ଓମିକ୍ରନ୍ ସଂକ୍ରମିତଙ୍କ ଦେହରେ ଜ୍ୱର ନାହିଁ
୨.କେବଳ ମୁଣ୍ଡବିନ୍ଧା ଓ ଦେହ ଦରଜ ହେଉଛି
୩.ଏହା ବ୍ୟତୀତ ତାଙ୍କର ଆଉ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନଥିବାବେଳେ ନିଜେ ସତର୍କ ରହିବା ଆବଶ୍ୟକ ହୋଇପଡୁଛି।
ଅର୍ଗସ ବ୍ୟୁରୋ: କରୋନା ପରେ କାୟା ବିସ୍ତାର କଲାଣି ଓମିକ୍ରନ୍ ଭାରିଏଣ୍ଟ। ଯାହାକୁ ନେଇ ଭୟର ବାତାବରଣ ଦେଖିବାକୁ ମିଳିଛି। ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରିସ୍କ ପୂର୍ବରୁ ସଜାଗ ରହିବା ଆବଶ୍ୟକ ହୋଇପଡୁଛି। ଚିହ୍ନଟ ହୋଇଥିବା ଓମିକ୍ରନ ରୋଗୀଙ୍କଠାରେ ଦେଖିବାକୁ ମିଳିଛି କିଛିଏପରି ଲକ୍ଷଣ ।