ପୋଲିସ ମୃତଦହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବାପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୨୯ ବର୍ଷୀୟା ଦୀପା ଚେନ୍ନାଇରେ ଏକାକୀ ରହୁଥିଲେ। ଦୀପାଙ୍କୁ ଶେଷଥର ପାଇଁ ଫିଲ୍ମ ବୈଦ୍ୟାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହ ପ୍ରେମା ମହେନ୍ଦ୍ର ମୁଖ୍ୟ ଭୂମିକାରେ ଥିଲେ। ଏହାସହ ସେ ତାମିଲ ସସପେନ୍ସ ମୁଭି ଥୁପାରିଭାଲାନରେ ମଧ୍ୟ ନଜର ଆସିଥିଲେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।