#WATCH | "It's a painful incident. Govt will leave no stone unturned for the treatment of those injured. It's a serious incident, instructions issued for probe from every angle. Those found guilty will be punished stringently. Railway is working towards track restoration. I met… pic.twitter.com/ZhyjxXrYkw — ANI (@ANI) June 3, 2023
ଆହତଙ୍କୁ ସାହାଯ୍ୟ କରିଥିବା ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱତଃପ୍ରବୃତ ଭାବେ ଆସି ରକ୍ତ ଦାନ କରିଥିବା ଓଡ଼ିଶା ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ଓଡ଼ିଶା ସରକାରଙ୍କ ତତ୍ପରତାକୁ ନେଇ ପ୍ରଶଂସା କରିଛନ୍ତି ମୋଦି ।
ବାଲେଶ୍ୱର ହସ୍ପିଟାଲରେ ଆହତଙ୍କୁ ବ୍ୟକ୍ତିଗତ ଭାବେ ବୁଲି ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି ମୋଦି। ଏଥିସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି।
ଅଧିକ ପଢନ୍ତୁ :ହସ୍ପିଟାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି