ଅଧିକ ପଢନ୍ତୁ: ବଜେଟ୍ ହେଉକି ପରିଦର୍ଶନ ଅନେକ ସ୍ଥାନରେ ସମ୍ଵଲପୁରୀ ଶାଢୀ ପିନ୍ଧନ୍ତି ସୀତାରମଣ
ପାନ୍ ମସାଲା ଏବଂ ଗୁଟଖା କମ୍ପାନୀଗୁଡିକ ଉପରେ ଟିକସ ଏବଂ ଟ୍ରିବ୍ୟୁନାଲ୍ ଗଠନ ରିପୋର୍ଟ ଉପରେ ଆଲୋଚନା କରାଯିବ। ଅନ୍ଲାଇନ୍ ଗେମିଂ ଉପରେ ଜିଏସ୍ଟି ଲାଗୁ ଉପରେ ମଧ୍ୟ ଆଲୋଚନା ହୋଇପାରେ । ଜିଏସଟି ପରିଷଦରେ ରାଜ୍ୟ ଅର୍ଥମନ୍ତ୍ରୀ ମଧ୍ୟ ସାମିଲ ହେବେ। ଅନ୍ୟପଟେ ଜିଏସ୍ଟି ସଂଗ୍ରହ ଜାନୁଆରୀ ମାସରେ 1.55 ଲକ୍ଷ କୋଟିରୁ ଅଧିକ ହୋଇଛି। ଆଜି ପର୍ଯ୍ୟନ୍ତ ଏହା ହେଉଛି ତ୍ବିତୀୟ ବୃହତ୍ତମ ସଂଗ୍ରହ |
ଭାରତ ନ୍ୟୁଜ ଆହୁରି ପଢନ୍ତୁ