ବିବାହକୁ ନେଇ ସମସ୍ତେ ଖୁସି ଥାନ୍ତି। ନିଜ ନିଜର ବିବାହକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଇଥାନ୍ତି। ଆପଣ ଅନେକ ଭିଡିଓ ଏମିତି ଦେଖିଥିଲେ। ଆଜିକାଲି କନ୍ୟା ମାନେ ମଧ୍ୟ ନିଜ ବିବାହ ସମୟରେ ନାଚିଥାନ୍ତି। କିନ୍ତୁ ଏହି ଭିଡିଓଟିକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ। ଏହି କନ୍ୟା ଏତେ ସୁନ୍ଦର ନାଚୁଛନ୍ତି ଯେ, ଯାହାକୁ ବାରମ୍ୱାର ନଦେଖିଲେ ଆପଣଙ୍କୁ ଭଲ ଲାଗିବ ନାହିଁ।
ରା ରା ରାକମା ଗୀତ ବାଜିଲା। କନ୍ୟାଙ୍କ ସାଙ୍ଗମାନେ ସଠାରେ ଉପସ୍ଥିତ ଥିଲେ ସମସ୍ତେ ନାଚିବାକୁ ଲାଗିଲେ। ଆଉ କନ୍ୟାଙ୍କୁ ବା କିଏ ଅଟକାଇବ। ସେ ମଧ୍ୟ ନାଚିବାକୁ ଲାଗିଲେ। ଏମିତି ଠୁମକା ମାରିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବର ମଧ୍ୟ ଡ୍ୟାନ୍ସ ଦେଖି ତାଳି ମାରୁଥାନ୍ତି। ସେଠାରେ ଉପସ୍ଥିତ ଥିବା ସମସ୍ତ ପରିବାର ପରିଜନ ମଧ୍ୟ ଭାରି ଖୁସି ଥିବା ଦେଖିବାକୁ ମିଳିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।