ସେ ଲଣ୍ଡନ ଛାଡି ସ୍କଟଲାଣ୍ଡରେ ରହୁଥିବା ବେଳେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ବକିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ସକାଳୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିଥିବା ବେଳେ ଡାକ୍ତରମାନେ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ, ତେବେ ଶେଷରେ ତାଙ୍କର ମୃତ୍ୟୁ ଘଟିଛି।
ତେବେ ଦୀର୍ଘ 70 ବର୍ଷ ଧରି କ୍ଷମତାରେ ରହିଥିଲେ ଏଲିଜାବେଥ। ଅବର୍ତ୍ତମାନ ତାଙ୍କ ବଡ ପୁଅ ଚାର୍ଲ୍ସ ବିଟ୍ରେନର ରାଜା ଭାବେ ନିଯୁକ୍ତ ହୋଇଛନ୍ତି । ବ୍ରିଟେନ ରାଜବଂଶ ପକ୍ଷରୁ ସମସ୍ତ ସଦସ୍ୟ ବାରମୋରାଲରେ ପହଁଞ୍ଚିଛନ୍ତି। ଆଜି ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମରଶରୀର ଲଣ୍ଡନକୁ ଅଣାଯିବ ବୋଲି ସୂଚନା ମିଳିଛି।
ବିଦେଶ ଖବର ଆହୁରି ପଢନ୍ତୁ ।