ପୁର୍ବତନ ବିଧାୟକ, ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ବିଶିଷ୍ଟ ଚାଷୀ ନେତା ଅକ୍ଷୟ କୁମାର, ଚାଷୀ ନେତା ଶେଷଦେଵ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଆଜି BRS ରେ ଯୋଗ ଦେବେ। ୯ ଜଣ ପୂର୍ବତନ ବିଧାୟକ,ଜଣେ ପୂର୍ବତନ ସାଂସଦ ଆଜି ମିସୁଛନ୍ତି। ସେହିପରିବହୁ ଚାଷୀ ନେତା, ସମାଜସେବୀ, ଆଇନଜୀବି ମଧ୍ୟ BRS ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତରେ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ରାଜନୀତି ଖବର ଆହୁରି ପଢନ୍ତୁ