ଏହା ପୁଣିଥରେ ଆସନ୍ତମାସରେ ମଧ୍ୟ ଦୃଶ୍ୟମାନ ହେବ ବୋଲି ଜଣାପଡିଛି। ପ୍ରାୟ 50,000 ବର୍ଷ ପୂର୍ବେ ପସ୍ଥର ଯୁଗ ସମୟରେ ଏହି ସବୁଜ ଧୂମକେତୁ ଦୃଶ୍ୟମାନ ହୋଇଥିଲା। ପୁଣିଥରେ ଆଜି ଏହି ଉପଗ୍ରହ ପୃଥିବୀ ପାଖ ଦେଇ ଅତିକ୍ରମ କରୁଥିବା ବେଳେ ଦୃଶ୍ୟମାନ ହେବ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ନୂଆଦିଲ୍ଲୀ: ଆଜି ପୃଥିବୀର ଅତି ନିକଟରେ ଅତିକ୍ରମ କରିବ ସବୁଜ ଧୂମକେତୁ। 50ହଜାର ବର୍ଷ ପରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ। ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ।