ଆଗକୁ ଆସୁଥିବା ନୂଆବର୍ଷ ଏବଂ ଖ୍ରୀଷ୍ଟମାସ ପାଇଁ ନୂଆ ଗାଇଡଲାଇନ ଆଣିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସିଥିବା ନୂଆ ଭାରିଏଣ୍ଟ ବିଏ ଏଫ ୭ କୁ ନେଇ ଚିନ୍ତା ବଢୁଥିବା ବେଳେ ଏହାକୁ ନେଇ ସଚେତନତା ଜାରି କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଆଜି ୩ ଟା ବେଳେ ବୈଠକର ଆୟଜନ କରିଛନ୍ତି । ତେବେ ଏନେଇ ମାଣ୍ଡଭିୟା କହିଛନ୍ତି ,”ଆମେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛୁ । ଯଦିଓ ଚୀନରୁ ଭାରତକୁ କୌଣସି ସିଧାସଳଖ ବିମାନ ନାହିଁ ,କିନ୍ତୁ ଲୋକ ଅନ୍ୟ ରାସ୍ତାରେ ମଧ୍ୟ ଆସୁଛନ୍ତି ।“
ଭାରତ ଖବର ଆହୁରି ପଢନ୍ତୁ