ଜାତିସଂଘ ସାଧାରଣ ଅଧିବେଶନର ସଭାପତି ସାବା କୋରୋସି, ଜାତିସଂଘ ସଦସ୍ୟ ଥିବା ୧୯୦ରୁ ଅଧିକ ରାଷ୍ଟ୍ରର କୂଟନୈତିକ ପ୍ରତିନିଧି, ନ୍ୟୁୟର୍କ ମେୟର, ଆମେରିକାର ଶୀର୍ଷ ରାଜନେତା, ବିଭିନ୍ନ କ୍ଷେତ୍ରରେ ଶୀର୍ଷ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମୋଦୀଙ୍କ ସହ ଜୁନ୍ ୨୧ ତାରିଖ ସକାଳେ ଜାତିସଂଘ ପରିସର ଲନ୍ରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡ଼ିଛି। ୨୦୧୪ ଡିସେମ୍ବରରେ ୧୭୭ଟି ରାଷ୍ଟ୍ର ଯୋଗ ଦିବସ ପ୍ରସ୍ତାବକୁ ସମର୍ଥନ କରିଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର