ପାଣିପାଗ ବିଭାଗର ପ୍ରାକ୍ ସୂଚନା ଅନୁଯାୟୀ, ଆସନ୍ତା ୧୫ ତାରିଖରେ ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ତେଣୁ ଏହାର ୧୧ ଦିନ ପରେ କେରଳରେ ମୌସୁମୀ ବାୟୁ ସକ୍ରିୟ ହୋଇଥାଏ।ଏହି ପ୍ରକ୍ରିୟାକୁ ଯଦି ଦେଖିବା, ତେବେ ଆସନ୍ତା ୨୭ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି।
ମେ' 27ରେ କେରଳ ଛୁଇଁବ ମୌସୁମୀ
ନଦୀ ପହଁରି ପାର୍ ହେଉଥିଲେ, ଭାସିଗଲେ

ପୁରୀ: ପୁରୀ ସଦର ବ୍ଲକ ରତ୍ନଚିରା ନଦୀରେ ଭାସିଗଲେ ବୃଦ୍ଧ । ନଦୀ ପାର ବେଳେ ଭାସିଗଲେ ଖଣ୍ଡିଘର ଗ୍ରାମର ଭିମସେନ ସ୍ୱାଇଁ । ଗଉଡିକେରା ଗ୍ରାମରୁ କୋରଙ୍ଗା ଗ୍ରାମକୁ ରତ୍ନଚିରା ନଦୀରେ ପହଁରି ପାରି ହେଉଥିଲେ ବୃଦ୍ଧ । ନଦୀରେ ଭାସିଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛ
Download Argus News App
