ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଵା ପରେ ସେ କାନାଡା ଫେରିପାରି ନଥିଲେ। ଜି-୨୦ ସମ୍ମିଳନୀରେ ଯୋଗଦେଵା ପାଇଁ ଜଷ୍ଟିନ ଟ୍ରୁଡୋ ଶୁକ୍ରଵାର ଭାରତ ଆସିଥିଲେ ଓ ରବିବାର କାନାଡା ଫେରିବାକୁ ଯୋଜନା କରିଥିଲେ। ୨ ଦନ ବିଳମ୍ଵରେ ସେ କାନାଡା ଫେରିଛନ୍ତି। ୩୦ ବର୍ଷ ପୁରୁଣା CFC001 ବିମାନରେ ସେ ଭାରତ ଆସିଥିଲେ। ୨୦୧୯ ମସିହା ଭାରତ ଗସ୍ତ ସମୟରେ ମଧ୍ୟ ଜଷ୍ଟିନ ଟ୍ରୁଡୋ ସମାନ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର