ସୂଚନାଯୋଗ୍ୟ ଯେ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କର ଦୀର୍ଘ ଦିନର ଅସୁସ୍ଥତା ପରେ ଅଗଷ୍ଟ ୨୧ ତାରିଖ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ଦୁଇଥର ମୁଖ୍ୟମନ୍ତ୍ରୀ ଥିବା ୮୯ ବର୍ଷୀୟ କଲ୍ୟାଣ ସିଂଙ୍କୁ ଜୁଲାଇ 4ରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
କଲ୍ୟାଣ ସିଂଙ୍କ ନାମରେ ନାମିତ ହେବ ରାମ ମନ୍ଦିରକୁ ଯାଉଥିବା ରାସ୍ତା
Download Argus News App
