ନୂଆବର୍ଷ ସମସ୍ତଙ୍କ ପାଇଁ ଆଶା, ଖୁସି ଏବଂ ସଫଳତାରେ ପରିପୂର୍ଣ୍ଣ ହେବାସହ ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି।
ରାଜନୀତି ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ୨୦୨୩ର ଅଭିନନ୍ଦନ। ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆ ଆଶା ଉଦ୍ଦୀପନା ସହ ଆରମ୍ଭ ହୋଇଛି ନୂଆବର୍ଷର ନୂଆ ସକାଳ। ନୂଆବର୍ଷର ଶୁଭକାମନା ଜଣାଇବା ସହିତ ନୂତନ ବର୍ଷ ୨୦୨୩ ସମସ୍ତଙ୍କ ଜୀବନରେ ନୂଆ ପ୍ରେରଣା, ଲକ୍ଷ୍ୟ ଏବଂ ସଫଳତାର କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଏହି ବର୍ଷ ସମସ୍ତଙ୍କ ପାଇଁ ଏକ ନୂଆ ଆରମ୍ଭ ହେଉ। ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।
ନୂଆବର୍ଷ ସମସ୍ତଙ୍କ ପାଇଁ ଆଶା, ଖୁସି ଏବଂ ସଫଳତାରେ ପରିପୂର୍ଣ୍ଣ ହେବାସହ ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି।
ରାଜନୀତି ଖବର ଆହୁରି ପଢନ୍ତୁ