ବିନା ଭକ୍ତରେ ଗଡିଲା ରୁକୁଣା ରଥ
ଅର୍ଗସ ବ୍ୟୁରୋ: ଦେଶରେ କରୋନା ଭୁତାଣୁର ଦ୍ୱିତୀୟ ଲହରୀ ଜାରି ରହିଛି। କରୋନା ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଉଛନ୍ତି। ଗୁଜୁରାଟରେ ପୁଣି ଥରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହୋଇଛି। କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ହେତୁ ଗୁଜୁରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସପ୍ତାହ ଶେଷରେ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କରୋନା ବୃଦ୍ଧି ନେଇ ହାଇକୋର୍ଟ ଟିପ୍ପଣୀ କରିଛନ୍ତି। ରାଜ୍ୟରେ କରୋନା ବୃଦ୍ଧି ନେଇ ଲକଡାଉନ ହେବା ଜରୁରୀ ବୋଲି ହାଇକୋର୍ଟ କହିଛନ୍ତି।