This is a great initiative by @Neeraj_chopra1, to go among young students and motivate them on sports and fitness.
Such efforts will increase curiosity towards sports and exercising. https://t.co/CPlKE1hXJg — Narendra Modi (@narendramodi) December 5, 2021
ନିକଟରେ ନୀରଜ ଚୋପ୍ରା ଅହମଦାବାଦର ସଂସ୍କାରଧାମର ୭୫ ଟି ବିଦ୍ୟଳୟର ଛାତ୍ରଛାତ୍ରୀ ମାନଙ୍କ ସହ କଥାବାର୍ତ୍ତା କରିବା ସହିତ ବିଭିନ୍ନ ଖେଳ ଖେଳୁଥିବା ଦେଖିବାକୁ ମିଳିଥିଲା ଏହାସହ ଜାଭେଲିନ୍ ଥ୍ରୋ ପାଇଁ ସେମାନଙ୍କୁ ଟିପ୍ସ ଦେଇଥିଲେ । ଏହା ଛଡା ସନ୍ତୁଳିତ ଖାଦ୍ୟ ଖାଇବା , ଫିଟନେସ୍ ଏବଂ ଖେଳର ମହତ୍ତ୍ୱ ବିଷୟରେ ସେମାନଙ୍କୁ କହିଥିଲେ।