ବିମାନ ବନ୍ଦରରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ । ନିଜ ଦେଶକୁ ଫେରି ଖୁସି ଥିବା କହିଛନ୍ତି ଛାତ୍ରଛାତ୍ରୀ । ଏହାସହ ସରକାରଙ୍କୁ ଦେଇଛନ୍ତି ଧନ୍ୟବାଦ । ସେପଟେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଗତ ୨୪ ଘଣ୍ଟାରେ ଯାଇଛି ୬ଟି ସ୍ୱତନ୍ତ୍ର ବିମାନ ।
ଆଜି ୟୁକ୍ରେନରୁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲେ୨୨୦ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତି ଧିରେ ଧିରେ ଜଟିଳ ହେଉଛି । ରୁଷ ପକ୍ଷରୁ ୟୁକ୍ରେନ ରାଜଧାନୀ କିଭରେ ଗୋଳାବର୍ଷଣ ଜାରି ରହିଛି । ଏପରି ସ୍ଥଳେ ୟୁକ୍ରେନରେ ଥିବା ଭାରତୀୟମାନେ ସ୍ୱଦେଶ ଫେରୁଛନ୍ତି । ଅପରେସନ ଗଙ୍ଗା ମାଧ୍ୟମରେ ଆଜି ଭୋର ୪ଟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୨୦ ଛାତ୍ରଛାତ୍ରୀ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି ।
Download Argus News App
