ଓଡ଼ିଶା ନ୍ୟୁଜ ଆହୁରି ପଢନ୍ତୁ
ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ। ଏହି ଦିବସକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ଚାଲିଛି। ଦହିବରାର ମଜା ନେଉଛନ୍ତି ଛୁଆ ଠାରୁ ବୁଢା ଯାଏ।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ
କିଏ ଦହିବରା ଖାଇ statusରେ photo ଛାଡୁଛିତ ପୁଣି କିଏ ଦହିବରା ଉପରେ ଲେଖୁଛି ସୁନ୍ଦର ସୁନ୍ଦର କବିତା। ଦହିବରା ଆଳୁଦମ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କଟକ ସହରର ବିଭିନ୍ନ ସ୍ଥାନରେ ଦହିବରା ବିକ୍ରି ଦେଖିବାକୁ ମିଳୁଛି।
ଭାରତ ନ୍ୟୁଜ ଆହୁରି ପଢନ୍ତୁ