ଏଥିରୁ ମୁକ୍ତ ରହିବାର ଏକମାତ୍ର ଉପାୟ ସଚେତନତା। ଯାହାକୁ ନେଇ ପ୍ରତିବର୍ଷ ଡିସେମ୍ବର 1ରେ ସାରା ବିଶ୍ବବାସୀ ପାଳନ କରିଥାନ୍ତି ବିଶ୍ବ ଏଡସ୍ ଦିବସ। ଏହି ଦିନରେ ବିଭିନ୍ନ ସଂଗଠନ ପକ୍ଷରୁ ଜନସାଧାରଣଙ୍କୁ ଏଡସ୍ ସମ୍ବନ୍ଧରେ ସଚେତନ କରାଯାଉଛି ।
ବିଶ୍ୱରେ ଏହି ରୋଗ ଏକ ବଡ ସ୍ୱାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ: ଆଜି ବିଶ୍ବ ଏଡସ୍ ଦିବସ। ଏଡସ୍ ନିୟନ୍ତ୍ରଣ ଏହା ହେଉଛି ସଚେତନତାର ଦିନ। ସାଂପ୍ରତିକ ବିଶ୍ୱ ରେ ଏହି ରୋଗ ଏକ ବଡ ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ କରା ଯାଇପାରି ନାହିଁ।
Download Argus News App
