ଆମେ ପରସ୍ପର ମାନସିକ ସ୍ତରରେ ଏକାଠି ହୋଇ ଏହାର ପ୍ରତିକାର ନିମନ୍ତେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି; ଯଦ୍ଦ୍ବାରା ଉକ୍ତ ରୋଗରେ ପୀଡ଼ିତ ବହୁ ବ୍ୟକ୍ତି ଏହାର କୁପ୍ରଭାବରୁ ରକ୍ଷା ପାଇପାରିବେ।
ଆଜି ହେଉଛି 'ବିଶ୍ୱ ହେମୋଫିଲିଆ ଦିବସ', ଚଳିତବର୍ଷ ଏହି ଦିବସର ଥିମ୍ ରହିଛି..
ଅର୍ଗସ ବ୍ୟୁରୋ: ଆଜି ହେଉଛି 'ବିଶ୍ୱ ହେମୋଫିଲିଆ ଦିବସ' ।ଚଳିତବର୍ଷ ଏହି ଦିବସର ଥିମ୍ ରହିଛି- 'ପରିବର୍ତ୍ତନକୁ ଗ୍ରହଣ କରି ନୂତନ ବିଶ୍ୱରେ ଦୀର୍ଘସ୍ଥାୟୀ ସେବାକୁ ଗୁରୁତ୍ୱ ଦେବା'।ପୃଥିବୀରେ ଦେଖାଯାଉଥିବା ଜଟିଳ ତଥା ବଂଶାନୁକ୍ରମିକ ରୋଗ ମଧ୍ୟରେ 'ହେମୋଫିଲିଆ' ଅନ୍ୟତମ । ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୧୭ ତାରିଖକୁ 'ବିଶ୍ୱ ହେମୋଫିଲିଆ ଦିବସ' ଭାବରେ ପାଳନ କରାଯାଇ ଆସୁଅଛି ।
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
