କୋରୋନା କହର...ସଟଡାଉନ୍ ଯୋଗୁଁ ରୋଜଗାର ନାହିଁ
ନୂଆଦିଲ୍ଲୀ: ଆଜି ଦେଶରେ ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ । କୋଭିଡ ସ୍ଥିତି ଓ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ।
ତେବେ ଟିକାକରଣ କିଭଳି ବ୍ୟାପକ କରିହେବ ଓ ଦ୍ରୁତ ଗତିରେ ବଢୁଥିବା କୋରୋନାକୁ କିଭଳି ରୋକିହେବ, ସେନେଇ ଆଲୋଚନା ହେବ । ଏହାପୂର୍ବରୁ ମାର୍ଚ୍ଚ 17 ତାରିଖରେ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।