ସଂକ୍ରମିତ ହେଲେ ପିଲାମାନଙ୍କ ଦେହରେ ନାଲି ରଙ୍ଗରେ ଫଳି ଯାଉଛି। ସ୍କିନ କୁଣ୍ଡାଇ ହେବା ସହ ପିଲାମାନେ ପତଳା ଝାଡାରେ ଆକ୍ରାନ୍ତ ହେଉଛନ୍ତି। ଟମାଟୋ ଭଳି ଦେହରେ ନାଲି ନାଲି ଫଳି ଯାଉଛି। ବିଶେଷ କରି ଏହା ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଆକ୍ରାନ୍ତ କରୁଛି।
ଟମାଟୋ ଫ୍ଲୁ ଯୋଗୁଁ କିଛି କିଛି ପିଲାଙ୍କୁ ପ୍ରବଳ ଜ୍ବର ହେବା ସହ ଦେହ ଘୋଳାବିନ୍ଧା କରିବା ଏବଂ ଆଣ୍ଠୁ ଗଣ୍ଠି ଫୁଲିଯାଉଥିବା ଦେଖାଯାଇଛି।ଏହାର ଲକ୍ଷଣ ଚିକୁନଗୁନିଆ ସହ ମିଶୁଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।
ଆହୁରି ଅଧିକ ଭାରତର ଅନ୍ଯ ଖବର ପଢନ୍ତୁ…